
ଟ୍ରାକରୁ ଖସିଲା ମାଲବୋଝେଇ ଟ୍ରେନ। ବଲାଙ୍ଗୀର ଟିଟିଲାଗଡ ଷ୍ଟେସନ ରେ ଘଟିଛି ଏଭଳି ଘଟଣା। ଟିଟିଲାଗଡ ରୁ ରାଏପୁର ଯାଉଥିବା ଏକ କୋଇଲା ବୋଝେଇ ଟ୍ରେନ ଲାଇନ ଚ୍ୟୁତହୋଇଛି 4 ରୁ ଅଧିକ ବଗିଲାଇନଚ୍ୟୁତ ହୋଇଥିବା ବେଳେ କାରଣ ଅସ୍ପଷ୍ଟ। 8 ନମ୍ବର ଲାଇନ ରେ ଯାଉଥିବା ବେଳେ ଘଟିଛି ଏଭଳି ଘଟଣା। ଟ୍ରାକରୁ 4 ରୁ ଅଧିକ ବଗି ଲାଇନ ଚ୍ୟୁତ ହୋଇଥିବା ବେଳେ ଯାତାୟାତ ବାଧାପ୍ରାପ୍ତ ହୋଇଛି l